() ସୁପ୍ରିମକୋର୍ଟରେ ଅଗ୍ନିପଥ ମାମଲା । ଅଗ୍ନିପଥକୁ ରଦ୍ଦ କରିବାକୁ ତିନି ଜଣ ଓକିଲଙ୍କ ତରଫରୁ ସୁପ୍ରିମକୋର୍ଟରେ ତିନୋଟି ଆବେଦନ ଦାଖଲ କରାଯାଇଛି । ସେପଟେ କେନ୍ଦ୍ର ସରକାର ଏକ ଚେତାବନୀ ଦାଖଲ କରି କହିଛନ୍ତି ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହାର ପକ୍ଷ ମଧ୍ୟ ଶୁଣାଯିବା ଉଚିତ୍ । ସୋମବାର ଅଗ୍ନିପଥକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରାଯାଇଛି । ତେବେ ଏହାକୁ ମିଶାଇ ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ତିନୋଟି ଆବେଦନ ଦାଖଲ କରାଯାଇଛି । ଅନ୍ୟପଟେ ଅଗ୍ନିପଥ ଯୋଜନାକୁ ବନ୍ଦ କରିବାକୁ ସାରା ଦେଶରେ ଦାବି ହେଉ ଥିବାବେଳେ ନିଜର ପକ୍ଷ ରଖିବାକୁ ସୁପ୍ରିମ କୋର୍ଟରେ ପହଞ୍ଚିଛନ୍ତି କେନ୍ଦ୍ର ସରକାର ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ